ଆଜିର ତାପମାତ୍ରା : 44.5 ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି ସୋନପୁର 44.5 ଡ଼ିଗ୍ରି ତାପମାତ୍ରା ରେକର୍ଡ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏହା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଏହା ବ୍ୟତୀତ ରାଜ୍ୟର ଅନ୍ୟ 18ଟି ସହରରେ ମଧ୍ୟ ପ୍ରବଳ ଖରା ସହ ଗରମ ଅନୁଭୂତ ହୋଇଛି । 18ଟି ସହରରେ ଦିନ ତାପମାତ୍ରା 40 ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି । ସେହିଭଳି ରାଜ୍ୟର 4ଟି ସହରରେ ତାପମାତ୍ରା 43ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଛି ।


ସେୟାର କରନ୍ତୁ