ଏକ ଛୋଟ ପିଲା କଲା ଏପରି ଡ୍ୟାନ୍ସ , ପ୍ରଶଂସକ କହିଲେ- ଆ ଆଗରେ ବଡ ବଡ ହେରୋଇନ ମଧ୍ୟ ଫେଲ

ଭାଇରାଲ
ସେୟାର କରନ୍ତୁ

ଭାଇରାଲ ଭିଡ଼ିଓ: ସୋସିଆଲ ମିଡିଆରେ ପ୍ରତିଦିନ ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହୋଇଥାଏ । ଯାହାକୁ ପ୍ରଶଂସକ ବହୁତ ଉପଭୋଗ କରନ୍ତି । ଏପରି ଏକ ଭିଡ଼ିଓ ଭାଇରାଲ ହେଉଅଛି, ଯେଉଁଥିରେ ଏକ ଛୋଟ ପିଲା ‘ମୋହିନୀ’ ଗୀତରେ ନାଚ କରୁଥିବା ଦେଖାଯାଉଛି । ଏହି ଗୀତକୁ ସୋସିଆଲ ମିଡ଼ିଆ ୟୁଜରସ ବହୁତ ଉପଭୋଗ କରୁଛନ୍ତି ଏବଂ ଆଉ କିଛି ୟୁଜରସ ଏହି ପିଲାର ଟ୍ୟାଲେଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ପିଲାର ନାଚ ଆଗରେ ବଡ ବଡ ହିରୋଇନ ବି ଫେଲ ହେବେ । ସେ ପୁରା ମସ୍ତି ଭରା ସହିତ ନାଚ କରୁଥିବା ଦେଖାଯାଉଛି ।

ଏହି ପିଲା 4 ରୁ 5 ବର୍ଷର ଅଟେ,କିନ୍ତୁ ଏତେ ଡ୍ୟାନ୍ସ ମୁଭସ ଦେଖି ବଡ ବଡ ଆ ଆଗରେ ଫେଲ ମାରିବେ । ଏହି ଭିଡ଼ିଓକୁ ପ୍ରଶଂସକ ବହୁତ ପସନ୍ଦ କରୁଛନ୍ତି । ୟୁଜରସଙ୍କୁ ପିଲାର ଡ୍ୟାନ୍ସ ମୁଭସ ଓ କିଓଟନେସ ବହୁତ ପସନ୍ଦ ଆସୁଛି । ଭିଡ଼ିଓରେ ଦେଖାଯାଉଛି ଇଏ କୌଣସି ଗାଁ’ର ପିଲା ଅଟେ । କିଛି ଲୋକ ପଛରେ ଛିଡା ହୋଇ ପିଲାର ଡ୍ୟାନ୍ସ ଦେଖୁଛନ୍ତି ।

ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ଏହି ଭିଡ଼ିଓ ପାଇଁ ଜଣେ ୟୁଜର କମେଣ୍ଟ କରିଛନ୍ତି,wow ବହୁତ ଭଲ ଛୋଟ ଉସ୍ତାଦ, ତେଣେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି,ବଢିଆ ନାଚ…ଏ ପିଲା ବହୁତ ଆଗକୁ ଯିବ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ,ସୁନ୍ଦର ଡ୍ୟାନ୍ସ ମୁଭସ ।


ସେୟାର କରନ୍ତୁ