ଦେଶରେ ଏବେ ଓମିକ୍ରନ୍ ମାମଲା 358କୁ ବୃଦ୍ଧି, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ କରୋନାର ଓମିକ୍ରନ୍ ବେରିଆଣ୍ଟର ମୋଟ ମାମଲା ବଢିକରି 358 କୁ ବୃଦ୍ଧି ପାଇଅଛି । ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ 88 ଏବଂ 67 ଓମିକ୍ରନ୍ ମାମଲା ରହିଅଛି । ଭଲ କଥା ହେଉଛି ଏହା କି ଓମିକ୍ରନର 358 ରୋଗୀଙ୍କ ମଧ୍ୟରୁ 114 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ମହାରାଷ୍ଟ୍ର- 88, ଦିଲ୍ଲୀ- 67, ତେଲେଙ୍ଗାନା- 38, ତାମିଲନାଡୁ- 34, କର୍ଣ୍ଣାଟକ – 31, ଗୁଜୁରାଟ- 30, କେରଳ – 27, ରାଜସ୍ଥାନ – 22, ହରିୟାନା- 4, ଓଡିଶା- 4, J&K- 3, ପଶ୍ଚିମବଙ୍ଗ- 3, ଆନ୍ଧ୍ରପ୍ରଦେଶ- 2, ଉତ୍ତରପ୍ରଦେଶ- 2, ଚଣ୍ଡିଗଡ଼- 1, ଲଦାଖ- 1, ଉତ୍ତରାଖଣ୍ଡ- 1 ।


ସେୟାର କରନ୍ତୁ