ରାଜ୍ୟରେ 4କୋଟି ଅତିକ୍ରମ କଲା କରୋନା ଟୀକାକରଣ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ଆମ ଦେଶରେ ଏବେ ଚାଲୁଅଛି । ପ୍ରତେକ ବ୍ୟକ୍ତିଙ୍କ ପାଖରେ ଯେମିତି ଏହି ଟୀକାକରଣ ବ୍ୟବସ୍ଥା ପହଞ୍ଚି ପାରିବ ସେ ନେଇ ରାଜ୍ୟ ସରକାର ମାନେ ପ୍ରତିବଦ୍ଧ । କରୋନା ଟିକାକରଣ ପ୍ରକିୟାରେ ଓଡିଶା ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଓଡ଼ିଶାରେ 4 କୋଟି ଟପିଅଛି କରୋନା ଟିକାକକରଣ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ଏହି ସୂଚନା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ।


ସେୟାର କରନ୍ତୁ