ଘର ହେଉ ଅବା ଅଫିସ ମୁଖ୍ୟ ଦ୍ୱାରରେ ହାତୀ ଯୋଡ଼ାର ରଖନ୍ତୁ ପ୍ରତିମା, ଆକୃତି ଏମିତି ହେବା ଦରକାର

ଜୀବନଚର୍ଯ୍ୟା
ସେୟାର କରନ୍ତୁ

Vastu Tips: ବାସ୍ତୁ ଶାସ୍ତ୍ରରେ ଆଜି ଜାଣନ୍ତୁ ଘରେ ହାତୀ ଯୋଡା ରଖିବା ବିଷୟରେ । ହାତୀକୁ ଘରେ ରଖିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଅନେକ ପୂର୍ବ ସଂସ୍କୃତି ଅନୁଯାୟୀ ହାତୀକୁ ପୂଜା କରାଯାଇଥାଏ । ଇନ୍ଦ୍ରଦେବଙ୍କ ବାହାନ ହାତୀ ଅଟେ । ଦେବୀ ଲକ୍ଷ୍ମୀଙ୍କ ବାହାନ ମଧ୍ୟରେ ଏକ ଧଳା ହାତୀ ମଧ୍ୟ ଅଛି । ଅର୍ଥାତ ହାତୀକୁ ରଖିବା ଘରେ ବହୁତ ଶୁଭ ହୋଇଥାଏ । ଏହା ସୁଖ ସମୃଦ୍ଧିର ପ୍ରତୀକ ହୋଇଥାଏ । ଏହା ସହିତ ଶକ୍ତି ,ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ ଅଟେ ।

ଘର ହେଉ ଅବା ଅଫିସ ମୁଖ୍ୟ ଦ୍ୱାରରେ ଶୁଣ୍ଢ ଉଠାଇଥିବା ହାତୀ ଯୋଡ଼ାର ପ୍ରତିମା ରଖିବା ଉଚିତ । ଏଥିରେ ପରିବାରରେ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ସମ୍ପର୍କରେ ମଜଭୁତ ଆସିଥାଏ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟର ସ୍ତିତି ବନି ରହିଥାଏ ଏବଂ ଘରେ ସକାରାତ୍ମକ ଉର୍ଜା ସଂଚାର ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହା ଥିଲା ଚର୍ଚା ଘରେ ହାତୀ ଯୋଡ଼ା ଲଗାଇବା ବିଷୟରେ । ଆଶା କରାଯାଏ କି ଆପଣ ଏହି ବାସ୍ତୁ ଟିପ୍ସ ଗ୍ରହଣ କରି ନିଶ୍ଚିତ ଭାବରେ ଆପଣଙ୍କ ଘରର ବାସ୍ତୁ ଠିକ୍ କରିବେ ।

ଏହି ଲେଖାଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ ଏବଂ ସେୟାର କରନ୍ତୁ । ଅଧିକ ଖବର ଜାଣିବା ପାଇଁ Chrome ଦ୍ୱାରା Truthink.in ଲଗିଂନ କରନ୍ତୁ ।


ସେୟାର କରନ୍ତୁ