ଦାମ୍ପତ୍ୟ ଜୀବନରେ ଖୁସି ଏବଂ ପ୍ରେମ ପାଇଁ ଘରେ ରଖନ୍ତୁ ଏହି ପଶୁର ମୂର୍ତି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

Vastu Tips: ବାସ୍ତୁ ଶାସ୍ତ୍ରରେ ଆଜି ଜାଣନ୍ତୁ ଯୋଡି ହାତୀ ବିଷୟରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ହାତୀ ଯୋଡ଼ା ରଖିବା ବହୁତ ଶୁଭ ହୋଇଥାଏ । କହିବାକି ପଶୁମାନଙ୍କ ମଧ୍ୟରେ ହାତୀଟି ବହୁତ ପରିଶ୍ରମୀ ଏବଂ ବୁଦ୍ଧିମାନ ପ୍ରାଣୀ ଅଟେ । ଆହୁରି ମଧ୍ୟ ସେମାନଙ୍କ ପରିବାର ସମୂହରେ ହାତୀ ମୁଖିଆଙ୍କୁ ସର୍ବଦା ପ୍ରାଧାନ୍ୟ ଦିଆଯାଏ, ତାଙ୍କୁ ସମ୍ମାନ ଦିଆଯାଏ । ସେମାନଙ୍କ ପରିବାରର ମୁଖ୍ୟ ସମସ୍ତଙ୍କୁ ସାଙ୍ଗରେ ନେଇଯାଆନ୍ତି । ଗୋଷ୍ଠୀରେ ଏକତା ବଜାୟ ରଖନ୍ତି ।

ଆପଣ ନିଶ୍ଚୟ ଦେଖିଥିବେ ଯେ ଯେତେବେଳେ ବି ସେମାନେ କୌଣସି ସ୍ଥାନକୁ ଯାଆନ୍ତି, ସେ ନିଜ ପରିବାର ସହିତ ଯାଆନ୍ତି ସମସ୍ତଙ୍କ ଯତ୍ନ ନିଅନ୍ତି ଏବଂ ସମୂହରେ ଆଗରେ ଚାଲନ୍ତି । ଏସବୁ ଦର୍ଶାଏ ଯେ ସେମାନେ କେତେ ବୁଦ୍ଧିମାନ । ସେ ନିଜର ପରିବାର ପାଇଁ କଠିନ ପରିଶ୍ରମ କରନ୍ତି । ତେଣୁ ଘରେ ହାତୀର ଯୋଡ଼ା ରଖିବା ଦ୍ୱାରା ପରିବାରରେ ଏକତା ବଜାୟ ରୁହେ । ଏହା ସହିତ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ପ୍ରେମ ରହିଥାଏ । ବାସ୍ତୁ ଶାସ୍ତ୍ରରେ ଘରେ ହାତୀ ଯୋଡି ବିଷୟରେ ଆଲୋଚନା କରାଯାଇଥିଲା । ଆଶା କରାଯାଏ କି ଆପଣ ଏହି ବାସ୍ତୁ ଟିପ୍ସ ଗ୍ରହଣ କରି ନିଶ୍ଚିତ ଭାବରେ ଆପଣଙ୍କ ଘରର ବାସ୍ତୁ ଠିକ୍ କରିବେ ।

ଏହି ଲେଖାଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ ଏବଂ ସେୟାର କରନ୍ତୁ । ଅଧିକ ଖବର ଜାଣିବା ପାଇଁ Chrome ଦ୍ୱାରା Truthink.in ଲଗିଂନ କରନ୍ତୁ ।


ସେୟାର କରନ୍ତୁ