ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: କର୍ମ ଚଞ୍ଚଳ ରହିବେ । ସୁସମ୍ବାଦ ପ୍ରାପ୍ତ ହୋଇପାରେ । ପଡି ରହିଥିବା କାମ ସ˚ପୂର୍ଣ୍ଣ ହେବ । କଳାତ୍ମକ କାର୍ଯ୍ୟରେ ମନ ଲାଗିପାରେ । ପ୍ରେମରେ ସଫଳତା ମିଳିବ ।

ବୃଷ: ବ୍ୟବସାୟ କରୁଥିବା ଲୋକଙ୍କ ଆଜି ଦିନଟି ଭଲ ରହିଛି । ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ । ପୂର୍ବରୁ କରିଥିବା କାମର ଲାଭ ଉଠାଇ ପାରନ୍ତି ।

ମିଥୁନ: ମନ ପ୍ରସନ୍ନ ରହିବ । ବିବାଦରେ ବିଜୟୀ ହେବେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ବିଭିନ୍ନ ଦିଗରୁ ସହଯୋଗ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ।

କର୍କଟ: ଆକସ୍ମିକ ଧନଲାଭର ସୂଚନା ମିଳୁଛି । କିଛି ଜରୁରୀ ବାହାରକୁ ଯାଇପାରନ୍ତି । କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ । ଛାତ୍ରୀମାନେ ଲେଖାପଢ଼ା ନେଇ ଯୋଜନା କରିବେ।

ସି˚ହ: ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକ ମାନଙ୍କୁ ଆୟର ନୂଆ ଉତ୍ସ ମିଳିବ । ଭୂସ˚ପତ୍ତି କିଣିବାର ସମ୍ଭାବନା ଯୋଗ ରହିଛି । ଜୀବନସାଥୀଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ।

କନ୍ୟା: ବ୍ୟବସାୟରେ ଭଲ ଲାଭ ହେବ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । କୌଣସି ନୂଆ କାମକୁ ହାତକୁ ନେଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ତୁଳା: ମାଲିମୋକଦ୍ଦମାରେ ବିଜୟୀ ହେବେ । ଆପଣଙ୍କର କ୍ଷମତା ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସମ୍ମାନ ଯୋଗ ରହିଛି । ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ।

ବିଛା: ଅର୍ଥନୈତିକ ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ରହିଛି । ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ନିବେଶ କରିବେ ।

ଧନୁ: ଚାକିରିଆଙ୍କୁ ଖୁସି ଖବର ମିଳିବ । ବୈଦେଶିକ ବ୍ୟାପାର କ୍ଷେତ୍ରରେ ବଡ଼ ଚୁକ୍ତି ହୋଇପାରେ । ସମାଜରେ ମାନ ସମ୍ମାନ ପାଇବାର ଯୋଗ ରହିଛି । ପ୍ରେମ କ୍ଷେତ୍ରରେ ଭଲ ବାତାବରଣ ତିଆରି ହେବ ।

ମକର: ପାରିବାରିକ ଜୀବନ ସୁଖମୟ ହେବ । ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିପାରନ୍ତି । ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଶତ୍ରୁକୁ କରାୟତ୍ତ କରିବାରେ ସକ୍ଷମ ହେବେ ।

କୁମ୍ଭ: ଆପଣଙ୍କର କ୍ଷମତା ବୃଦ୍ଧି ହେବ । ବୈବାହିକ ଜୀବନ ଖୁସିମୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ ।

ମୀନ: ପରିଶ୍ରମ କଲେ ଫଳ ମିଳିବ । କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ । ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ । ସୁଖ-ସମ୍ମାନ ଲାଭ କରିପାରନ୍ତି ।


ସେୟାର କରନ୍ତୁ