‘ସେଜ୍ ପେ ତଡପତା ଜୱାନୀ’ ଗୀତ ହେଲା ଭାଇରାଲ୍, ଦେଖନ୍ତୁ ମୋନାଲିସାଙ୍କ ବୋଲ୍ଡ ଷ୍ଟାଇଲ୍

ସିନେମା
ସେୟାର କରନ୍ତୁ

ଭୋଜପୁରୀ: ଭୋଜପୁରୀ ଅଭିନେତ୍ରୀ ମୋନାଲିସା ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ସୋସିଆଲ ମିଡିଆରେ ଛାଇ ରହିଥାନ୍ତି । ମୋନାଲିସାଙ୍କର ଏହି ବୋଲ୍ଡ ଅନ୍ଦାଜ ମଧ୍ୟ ତାଙ୍କର ଗୋଟିଏ ଗୀତରେ ଦେଖାଯାଉଅଛି । ମୋନାଲିସାଙ୍କର ଏହି ଗୀତ ବହୁତ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଜି ବି ମୋନାଲିସା ନିଜର ଗୀତ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଆଲୋଚନାରେ ରହିଛନ୍ତି । ଏହି ସମୟରେ ଅଭିନେତ୍ରୀ ମୋନାଲିସାଙ୍କ ଭୋଜପୁରୀ ଗୀତ ‘ସେଜ ପେ ତଡପତା ଜୱାନୀ’ର ଭିଡିଓ ୟୁଟ୍ୟୁବରେ ଧୁମ ମଚାଉ ଅଛି । ୟୁଟ୍ୟୁବରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ 6,885,545 ବ୍ୟୁଜ ମିଳିସାରିଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ….

ଏହି ଗୀତରେ ମୋନାଲିସାଙ୍କର ବହୁତ ଗରମ ଏବଂ ଆକର୍ଷଣୀୟ ଅନ୍ଦାଜ ପ୍ରଶଂସକମାନଙ୍କୁ ବହୁତ ଖୁବ ପସନ୍ଦ ଆସୁଛି । ଏହି ଗୀତ ମୋନାଲିସାଙ୍କ ଫିଲ୍ମ ‘ହିଟଲର’ର ଅଟେ । ଏହି ଗୀତରେ ମୋନାଲିସା ନାଲି ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ମୋନାଲିସାଙ୍କ ଏହି ଗୀତ ଉପରେ ଲୋକମାନେ ବହୁତ ପ୍ରତିକ୍ରିୟା ରଖିଛନ୍ତି ।

କହିବାକି ମୋନାଲିସା ଟିଭି ସିରିଏଲ ‘ନମକ ଇଶ୍କ କା’ରେ ନଜର ଆସିବେ । ସିରିଏଲର ଟେଲିକାଷ୍ଟ ମଧ୍ୟ ଆରମ୍ଭ ହୋଇଛି । ମୋନାଲିସା କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହ ଗୋଆ ଯାଇଥିଲେ । ତାଙ୍କର ବୋଲ୍ଡ ଫଟୋ ବହୁତ ଭାଇରାଲ ହୋଇଥିଲା ।


ସେୟାର କରନ୍ତୁ