ଦର୍ଶନ ରାୱଲଙ୍କ ଗୀତ ‘ମୁଝେ ପିନେ ଦୋ’ ହେଲା ରିଲିଜ, ଲିରିକ୍ସ ଏବଂ ମ୍ୟୁଜିକ କରୁଛି ଇମ୍ପ୍ରେସ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସିଂଗର ଦର୍ଶନ ରାୱଲଙ୍କ ଗୀତ ‘ମୁଝେ ପିନେ ଦୋ’ ରିଲିଜ ହୋଇଯାଇଛି । ଗୀତରେ ଦର୍ଶନ ରାୱଲଙ୍କ ସ୍ଲୋ ଅନ୍ଦାଜ ଖୁବ ପସନ୍ଦ କରାଯାଉଅଛି । ଏହା ସାଥିରେ ମଧ୍ୟ ଗୀତର ବୋଲ ଏବଂ ମ୍ୟୁଜିକ ଖୁବ ଭଲ ଲାଗୁଛି । ମ୍ୟୁଜିକ ଭିଡିଓରେ ରିଲିଜ ହେବା କ୍ଷଣି ସୋସିଆଲ ମିଡିଆରେ ଖୁବ ଭଲ ରେସ୍ପରେନ୍ସ ମଧ୍ୟ ମିଳୁଅଛି ।

ଏହି ଗୀତକୁ ଗୌତମ ଗୋବିନ୍ଦ ଶର୍ମା ନିର୍ଦେଶନା ଦେଇଛନ୍ତି । ଗୀତର ମ୍ୟୁଜିକ ଅନମୋଲ ଡେନିୟଲ ଦେଇଛନ୍ତି । ତେବେ ଏହି ଗୀତର ଲିରିକ୍ସ ଗୁରୁପ୍ରୀତ ସୈନି ଏବଂ ଗୌତମ ଶର୍ମା ଲେଖିଛନ୍ତି । ଏହି ଗୀତକୁ ଖୁବ ଭଲ ତରିକରେ ଫିଲ୍ମୟା ଯାଇଛି । ଗୀତକୁ ଏପର୍ଯ୍ୟନ୍ତ 3.5 ମିଲିୟନରୁ ଅଧିକ ବ୍ୟୁଜ ମିଳିସାରିଲାଣି ଏବଂ ଏ ସଂଖ୍ୟା ଦିନକୁ ଦିନ ଲଗାତାର ବଢ଼ିବାରେ ଲାଗିଅଛି ।

ଏଠାରେ ଶୁଣନ୍ତୁ ଦର୍ଶନ ରାୱଲଙ୍କ ଗୀତ..


ସେୟାର କରନ୍ତୁ