‘ବୁଲାତି ହେ ମଗର ଜାନେ କା ନେହିଁ ‘ ସୋସିଆଲ ମିଡ଼ିଆରେ ମଚାଉଛି ଧୂମ

ସିନେମା
ସେୟାର କରନ୍ତୁ

ଉର୍ଦୁର ମସୁହୁର ସାୟର ରାହତ ଇଂଦୋରୀଙ୍କ ସ୍ୱରରେ ‘ବୁଲାତି ହେ ମଗର ଜାନେ କା ନେହିଁ ‘ର ବର୍ଜନ ଖୁବ ଭାଇରଲ ହେଉଛି । ଏହି ସାୟରିରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଦୁଇ ମସୁହୁର ମହିଳା ସିଙ୍ଗର ଗୀତ ଗାଇଛନ୍ତି ଏବଂ ଦୁହିଁଙ୍କ ଗୀତକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।

ପ୍ରଥମେ ଗୀତକୁ ଅନ୍ତରା ସିଂହ ପ୍ରିୟଙ୍କା ଏବଂ ଗୁଞ୍ଜନ ସିଂହ ମିଶିକରି ଗାଇଛନ୍ତି । ତେବେ ଅଲଗା ଗୀତକୁ ମଶହୂର ଆଦାକାର ଅକ୍ଷରା ସିଂହ ଗାଇଛନ୍ତି ଯାହାକୁ ରିଲିଜ ହେଵା କ୍ଷଣି 12ଲକ୍ଷରୁ ଅଧିକ ୟୁଜ କରିସାରିଲେଣି ।

ଭୋଜପୁରୀ ସିଙ୍ଗର ଗୁଞ୍ଜନ ସିଂହ ଏବଂ ଅନ୍ତରା ସିଂହ ପ୍ରିୟଙ୍କା ଏହି ଗୀତ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ଏହି ଗୀତରେ ଶ୍ୟାମ ସୁନ୍ଦର ସଂଗୀତ ସଜାଇଛନ୍ତି ଏବଂ ଏହି ଗୀତର ବୋଲ ଅଖିଲେଶ କଶ୍ୟପ ଲେଖିଛନ୍ତି । ତେବେ ଭୋଜପୁରୀ ସିଙ୍ଗର ଅକ୍ଷରା ସିଂହଙ୍କ ଗୀତ ଅଡ଼ିଓ ବର୍ଜନ ଏବେ ରିଲିଜ ହୋଇଛି । କିନ୍ତୁ ଏହା ମଧ୍ୟ ତେଜିରେ ଭାଇରଲ ହେଉଅଛି । ତାଙ୍କ ଗୀତାର ବୋଲ ଅଟେ ‘ଇଧର ଆନେ କା ନେହିଁ’ ଏହାକୁ ଆଶିଷ ବର୍ମା ଲେଖିଛନ୍ତି ।

କହିଦେବାକି ସୋସିଆଲ ମିଡ଼ିଆ ‘ବୁଲାତି ହେ ମଗର ଜାନେ କା ନେହିଁ… ‘ ସେର ପୂର୍ବରୁ ଖୁବ ଭାଇରଲ ହୋଇଯାଇଛି । ଏହାର କାରଣ ହେଉଛିକି ଭୋଜପୁରୀ ଇଣ୍ଡଷ୍ଟ୍ରି ଏହାକୁ ତୁରନ୍ତ ଲପକ ନେଇ ଗୀତ ବନାଇଛି ।

ଏହି ସେର ଉପରେ ସୋସିଆଲ ମିଡ଼ିଆରେ ମଜାଦାର ମିମମ୍ସ ମଧ୍ୟ ସେୟାର କରାଯାଉଛି, ଯାହାକି ଭାଇରଲ ହେଉଛି । ତେବେ ଟିମ ଇଣ୍ଡିଆର କ୍ରୀକେଟିୟର ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି କି ‘ବୁଲାତି ହେ ମଗର ଜାନେ କା ନେହିଁ ‘ ଏହା ପରେ ଲୋକେ ତାଙ୍କୁ ମଧ୍ୟ ଟ୍ରୋଲ୍ କରି ଦେଇଥିଲେ ।


ସେୟାର କରନ୍ତୁ