ଲେମ୍ବୂପତ୍ରର ଉପକାରୀ ଗୁଣ

Truthink
ସେୟାର କରନ୍ତୁ

ଆମେ ଦୈନନ୍ଦିନରେ ଲେମ୍ବୁ ଖାଇବାକୁ ପସନ୍ଦ କରନ୍ତି । ମାତ୍ର ଲେମ୍ବୁ ପତ୍ରରେ ମଧ୍ୟରେ ଅନେକ ମୂଲ୍ୟବାନ ଗୁଣ ଭରିରହିଛି । ଯଥା ସାମୁଦ୍ରିକ ଖାଦ୍ୟ ଏବଂ ମାଂସର ଚର୍ତୁପାଶ୍ୱର୍ରେ ଏହାକୁ ବିଛାଇପାରି ଭିନ୍ନ ସ୍ୱାଦ ପାଇପାରିବା ।
ଏହାକୁ କବାବ ସ୍ୱାଦ ଲାଗି ମଧ୍ୟ ବ୍ୟବହାର କରିପାରିବା । କାରଣ ଏପରି କରିବା ଦ୍ୱାରା ଆମିଷ ଗନ୍ଧ ଦୂରହୂଏ ।
ସେହିପରି ଲେମ୍ବୁପତ୍ରକୁ ଲେମ୍ବୁର କେକ୍ ପରି ଡିଜର୍ଟ ଲାଗି ବ୍ୟବହାର କରାଯାଇପାରିବ ।


ସେୟାର କରନ୍ତୁ