ଆଜିର ରାଶିଫଳ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ଦେବ । କୌଣସି ଦେବଦେବୀ ଦର୍ଶନ କରନ୍ତୁ ଦିନଟି ଭଲରେ କଟିବ । ବିଦ୍ୟାର୍ଥିମାନେ ସତର୍କତା ଅବଲମ୍ୱନ କରନ୍ତୁ ।

ବୃଷ: ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ନୂଆ ନୂଆ କୌଶଳ ଆପଣାନ୍ତୁ, ଲୋଭ କରନ୍ତୁ ନାହିଁ । ବ୍ୟବସାୟରେ ଯୋଜନାବଦ୍ଧ ଭାବରେ କାମ କରନ୍ତୁ,ସଫଳତା ପାଇବେ ।

ମିଥୁନ: ନିଜ କାମକୁ ସୁଚାରୁରୂପେ କାମ କଲେ ସଫଳ ହେବେ । ସାମାଜିକ କାର୍ଯ୍ୟ କ୍ଷେତ୍ରରେ ସକ୍ରିୟତା ରହିବେ,ପରୋପକାର ପ୍ରତି ବେଗ୍ରତା ବଢିବ । ଚାକିରିରେ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବେ ।

କର୍କଟ: ଖୁବ୍ ଭଲ ସମୟ ଦେଇ ଗତି କରିବେ । ଭାଗ୍ୟ ଆପଣଙ୍କ ସହାୟକ ହେବ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହୋଇପାରେ । ପରିବାରରେ ଶାନ୍ତି ବଜାୟ ରହିବେ ।

ସି˚ହ: କାମରେ ମନ ଲଗାନ୍ତୁ, ସଫଳତା ପାଇବେ । ଅର୍ଥ ଉପାର୍ଜନ ପାଇଁ ସୁଯୋଗ ମିଳିବାର ସମ୍ଭାବନା ଅଛି । ରାଜନୀତିରେ କ୍ଷେତ୍ରରେ ଥିବା ଲୋକମାଙ୍କର ଭଲ ସମୟ ଚାଲୁଅଛି ।

କନ୍ୟା: ଭଲ କାମ ପାଇଁ ସୁଯୋଗ ରହିଛି । ନେତା ଓ ଉଚ୍ଚଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବାର ସମ୍ଭାବନା ରହିଛି । ବଡ଼ ସମସ୍ୟାର ସମାଧାନ ହୋଇପାରେ ।

ତୁଳା: ଅଚାନକ ଧନପ୍ରାପ୍ତି ଯୋଗ ରହିଛି । ସଂପର୍କ ଓ କାମ ମଧ୍ୟରେ ତାଳମେଳ ଠିକ ରହିବ । ଆର୍ଥିକ ପକ୍ଷ ମଜଭୁତ ରହିବ । ବିଦ୍ୟାର୍ଥିମାନେ ଭଲ ସଫଳତା ପାଇବେ ।

ବିଛା: ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି । ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ । ପ୍ରେମିକ ପ୍ରେମିକା ମାନଙ୍କ କ୍ଷେତ୍ରରେ ଦିନଟି ଭଲ ରହିଛି ।

ଧନୁ: ଅନ୍ୟର ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟୀ ହେବ । ନକରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ,ନଚେତ ଅଯଥା ହଇରାଣ ହୋଇ ପାରନ୍ତି । ବଜେଟକୁ ଦେଖି ଖର୍ଚ୍ଚ କରନ୍ତୁ ।

ମକର: ଦେବ ଦର୍ଶନର ଯୋଗ ରହିଛି । ବୟୋଜ୍ୟେଷ୍ଠ ବ୍ୟକ୍ତି ଆପଣଙ୍କୁ ଖାସ୍ ପରାମର୍ଶ ଦେଇପାରନ୍ତି । ଅନ୍ୟମାନଙ୍କୁ ନିଜର କଥା ଅବଗତ କରାଇ ସଫଳତା ପାଇଁ ପାରନ୍ତି ।

କୁମ୍ଭ: କାରବାର ସ˚ପର୍କିତ ଯାତ୍ରାର ଯୋଗ ରହିଛି । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଚାକିରିରେ ପଦୋନ୍ନତି ମିଳିପାରେ ।

ମୀନ: ଆପଣଙ୍କ ପାଇଁ ଭଲ ଦିନଟିଏ । ଅର୍ଥ ଉପାର୍ଜନ ପାଇଁ ସୁଯୋଗ ରହିଛି । ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଛାତ୍ରଛାତ୍ରୀମାନେ ଭଲ କରିବେ ।


ସେୟାର କରନ୍ତୁ