ସୂର୍ଯ୍ୟବଂଶୀ ସୁଟିଙ୍ଗ ସମୟରେ ଆହତ ହେଲେ ଅକ୍ଷୟ କୁମାର, ଜାରି ରଖିଲେ ସୁଟିଙ୍ଗ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଏହି ସମୟରେ ଫିଲ୍ମ ସୂର୍ଯ୍ୟବଂଶୀ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଅକ୍ଷୟ ପ୍ରଥମ ଥର ପାଇଁ ରୋହିତ ସେଟିଙ୍କର କାମ୍ପ ସିରିଜର ଭାଗ ଵନିବାକୁ ଯାଉଛନ୍ତି ।


ଗୋଟିଏ ବର୍ଷରେ ଅନେକ ଗୁଡିଏ ଫିଲ୍ମ ପୁରା କରିବାରେ ଜଣାଶୁଣା ଖିଲାଡୀ ଷ୍ଟାର ଅକ୍ଷୟ କୁମାର. ଏହି ସମୟରେ ସେ ଫିଲ୍ମ ସୂର୍ଯ୍ୟବଂଶୀ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଖବର ଅଛିକି, ମୁମ୍ବାଇରେ ଏକ ସିନର ସୁଟିଙ୍ଗ ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଏମିତିରେ ବି ଖିଲାଡୀ କୁମାରଙ୍କର ସ୍ୱଭାବ ଏୟାକି, ଆଘାତ ଲାଗିଥିଲେ ମଧ୍ୟ ସେ ସୁଟିଙ୍ଗ ଜାରି ରଖିଥିଲେ ।


ଅକ୍ଷୟ କୁମାର ଏବଂ କାଟ୍ରିନା କ୍ୟାଫ ଷ୍ଟାରର ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି । ରୋହିତ ସେଟିଙ୍କର କାମ୍ପ ସିରିଜରେ ଏହା ପୂର୍ବରୁ ଅଜୟ ଦେବଗନ ଓ ରଣବୀର ସିଂହ କାମ କରିଛନ୍ତି । ଏବେ ପ୍ରଥମ ଥର ପାଇଁ ଏହି ସିରିଜର ଏକ ଫିଲ୍ମରେ ଅକ୍ଷୟ କୁମାର କାମ କରୁଛନ୍ତି । ଏହି ଫିଲ୍ମରେ ଅକ୍ଷୟ ଏଟିଏସ ଚିଫର ଭୂମିକାରେ ନଜର ଆସିବେ ।


ସେୟାର କରନ୍ତୁ