କଙ୍ଗନାଙ୍କର ପ୍ରଥମ କିସ କେମିତି ଥିଲା, ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ଇଣ୍ଡିଆ ଟୁଡେର ମାଇଣ୍ଡ ରାକ୍ସ 2019ରେ ବଲିଓଡ଼ କୁଇନ କଙ୍ଗନା ରନୱେତ ସାମିଲ ହେଲେ । ଏହିଠାରେ କଙ୍ଗନା ତାଙ୍କର ଜୀବନର କିଛି ଅନୁଭବକୁ ସେୟାର କରିଥିଲେ ।ବଲିଓଡ଼ରେ ତାଙ୍କର ପ୍ରଥମ କିସର ଅନୁଭବକୁ କହିଥିଲେ । କଙ୍ଗନା କହିଥିଲେ ଯେବେ ସେ ପ୍ରଥମ ବାର କିସ କରିଥିଲେ ,ତାଙ୍କ ମୁଁହ ଫ୍ରିଜ ହୋଇଯାଇଥିଲା ।


ଏଠାରେ ଶୋର ହୋଷ୍ଟ ସୁଶାନ୍ତ ମେହେଟା କଙ୍ଗନାଙ୍କୁ ପଚାରିଥିଲେ ,କଣ ଆପଣକୁ ଆପଣଙ୍କର ପ୍ରଥମ କିସର ଅନୁଭବ ମନେଅଛି …କେବେ କେଉଁଠି ?କାରଣ ପ୍ରଥମ କିସ ଭୁଲି ହୁଅନା ।ଯାହାକି କଙ୍ଗନା ପ୍ରତି ଶବ୍ଦର ଜବାବ ଖୋଲି କରି ଦଉଥିଲେ ।କଙ୍ଗନା କହିଥିଲେ ,ମୁଁ ମୋର ହାତରେ କିସ କରିବା ପ୍ରାଟିସ କରୁଥିଲି । ମୋର ପ୍ରଥମ କିସ କିଛି ଯାଦୁଇ ନ ଥିଲା । ମୋର ଅନୁଭବ ବହୁତ ଖରାପ ଥିଲା । ମୋର ମୁଁହ ଫ୍ରିଜ ହୋଇ ଯାଇଥିଲା । ପିଲାଟି କହିଲା ଆପଣଙ୍କର ମୁଁହକୁ ହଲାନ୍ତୁ ।

କାର୍ଯ୍ୟକ୍ରମର ହିସା ରା଼ପୀଡ଼ ଫାୟାର ରାଉଣ୍ଡ ଥିଲା । କଙ୍ଗନା ରନୱେତଙ୍କୁ ରା଼ପୀଡ଼ ଫାୟାର ରାଉଣ୍ଡରେ ପଚରାଗଲା କି ଆପଣ କଉଦିନ ସନମନ ଖାନ ଵନିଯିବେ ତ କଣ କରିବେ ?ଯଦି ମୁଁ ସନମନ ଖାନ ଵନିବି ତାହେଲେ ମିଡ଼ିଆକୁ ଗାଳିଦେବି । କାର୍ଯ୍ୟକ୍ରମର ସଞ୍ଚାଳକ ସୁଶାନ୍ତ ମେହେଟା ପଚାରିଥିଲେ ମିଡ଼ିଆକୁ କଣ ପାଇଁ ଗାଳିଦେବେ ?କାରଣ ସନମନ ମିଡ଼ିଆକୁ କିଛିବି କହିଲେ ,କିଛି ବିବାଦ ହୁଅ ନାହିଁ ,କିନ୍ତୁ ମୁଁ କିଛିବି କହିଲେ ବିବାଦ ହୋଇଥାଏ ।


କଙ୍ଗନା ପରସନାଲ ଲାଇଫ ବିଷୟରେ ବହୁତ କିଛି କହିଥିଲେ ,ପ୍ରଥମ ଆଫିଆର 18 ବର୍ଷରେ ହୋଇଥିଲା । ଲଡକା ତାଙ୍କ ଠାରୁ 10ବର୍ଷରେ ବଡ଼ ଥିଲା । ଦୁଇ ଜଣ ଦୁହିଁକୁ ଡେଟ କରୁଥିଲେ । ଏକ ସମୟରେ ଲେଡକେ କଙ୍ଗନାଙ୍କୁ କହିଥିଲା ,ଆପଣ ବହୁତ ଛୋଟ ଅଟନ୍ତି ।

ଏହା ପରେ କଙ୍ଗନା କହିଥିଲେ ଏ ପିଲା ପଞ୍ଜାବୀ ଥିଲା ,ବହୁତ ସ୍ମାର୍ଟ ଥିଲା ।


ସେୟାର କରନ୍ତୁ