88 ତମ ଉତ୍କଳ ଦିବସ Archives - Truthink

ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ
ପରଜଙ୍ଗ : ଆଜି ହେଉଛି ଉତ୍କଳ ଦିବସ । ସାରାରାଜ୍ୟ ଉତ୍କଳ ଦିବସରେ ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜିର ଦିନ 1936 ମସିହାରେ ମିଳିଥିଲା ମାନ୍ୟତା । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ 88 ତମ ଉତ୍କଳ ଦିବସ ସ୍ଥାନୀୟ ବରିଷ୍ଠ ନାଗରିକ କକ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍କଳ ଗୌରବ ମଧୁସୂଦନ ଦାସ ଓ ପ୍ରଭୁ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କରି ପରିଷଦର ସଦସ୍ୟ ତଥା ସଂଘର ଉପସଭାପତି ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ବ ଓ ଅକ୍ଷୟ କୁମାର ନାୟକଙ୍କ ମଞ୍ଚ ସଞ୍ଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ତେବେ ମଞ୍ଚରେ ସଦସ୍ୟ ତଥା ଜିଲ୍ଲା ପରିଷଦ ନିରାକାର ପ୍ରଧାନ ,ସନାତନ ସାମଲ,ଚୈତନ୍ୟ ନାୟକ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ପରଜଙ୍ଗ କଲେଜର ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକ ଉପରେ ସଙ୍ଗୀତ ଗାନ କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ତଥା ଯେଉଁ ମାନେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ନିଜର ବଳିଦାନ ଦେଇ ଓଡ଼ିଶା ଜାତିର ଗର୍ବ ଗୌରବ ଆଣିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ସେହି ମହାନ୍ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ପରିଷଦର ସଦସ୍ୟ ଯୁଗଳ କିଶୋର ନାୟକ ,ଯୁଗଳ କିଶୋର ସାହୁ ,ଚୈତନ୍ୟ ନାୟକ ,ନିରାକାର ପ୍ରଧାନ,ସନାତନ ସାମଲ ,ରମେଶ ଚନ୍ଦ୍ର ସାହୁ,ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ବକ୍ତବ୍ୟ ପ୍ରସଙ୍ଗରେ ଗୁଣଗାନ କରିଥିଲେ ।

ଆଜିର ଏହି ପବିତ୍ର ଦିନରେ ଓଡ଼ିଆ ଜାତିର ପୂର୍ବ ପରମ୍ପରା ଅନୁସାରେ କହିବା ଓଡ଼ିଆ ,ଲେଖିବା ଓଡ଼ିଆ ଓ ପଢ଼ିବା ଓଡ଼ିଆ ପ୍ରତି ସମ୍ମାନ ଜଣାଇବା ସହ କିଭଳି ପ୍ରତ୍ୟେକ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ପ୍ରଚଳିତ ଉପରେ ଗୁରୁତ୍ବ ଦିଆଯିବ ସେଥି ପାଇଁ ବରିଷ୍ଠ ନାଗରିକ ପରିଷଦ ସଦସ୍ୟ ପକ୍ଷରୁ ମତ ଉତଥାପନ କରିଥିଲେ ।

ଏତଦ୍ ବ୍ୟତୀତ ଅଞ୍ଚଳରେ କିଛି ଦିନ ହେବ ନୂତନ ରେଳପଥ ଉପରେ ମାଲବୋଝେଇ ଟ୍ରେନ ଯାତାୟତ କରୁଥିବା ବେଳେ କିଭଳି ଆଗକୁ ପାସେଞ୍ଜର ଟ୍ରେନ ଚଳାଚଳ କରିବ ଯାହାକି ଏଥିରେ ପ୍ରତ୍ୟେକ ଦିଗକୁ ବରିଷ୍ଠ ନାଗରିକଙ୍କ ଯାତାୟତ ଦିଗରେ ଅଗ୍ରାଧିକାର ଦିଆଯିବାକୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଦସ୍ୟ ଗୌର ଦାସ, ହୃଦୟ ଚମ୍ପତସିଂହ, ଧର୍ମାନନ୍ଦ ଦାସଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

The post ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳିତ appeared first on Truthink.