ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର Archives - Truthink

ବର୍ଜ୍ୟବସ୍ତୁ କାରଖାନାକୁ ବିରୋଦ୍ଧ କରି ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ବିଜେପିର ଗଣଧାରଣା
ପରଜଙ୍ଗ : ଗୁରୁବାର ପରଜଙ୍ଗ ତହସିଲ ଆଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଟରପଦା ଅଞ୍ଚଳରେ ଥିବା ବଳି ଗଡିଆ ତଇଲା CHWTSDF ବର୍ଜ୍ୟବସ୍ତୁ ସଂରକ୍ଷଣ ପ୍ରକଳ୍ପ ବିରୋଦ୍ଧରେ ଏକ ଗଣଧାରଣା ଦିଆଯାଇଥିଲା । ଏହା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପରଜଙ୍ଗ ତହସିଲଦାର ଖଗେଶ୍ୱର ପାତ୍ରଙ୍କ ଜରିଆରେ ପରଜଙ୍ଗ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଦାବିପତ୍ର ସୂଚନା ଅନୁଯାୟୀ, ଏହି ବର୍ଯ୍ୟବସ୍ତୁ ପ୍ରକଳ୍ପ ନିମନ୍ତେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ 8,9,2021 ରିଖରେ ସରକାରଙ୍କ ତରଫରୁ ପାଟରପଦା ନିମ ତଇଲା ପଡିଆରେ ଏକ ଜନ ଶୁଣାଣି ଅନୁଷ୍ଠିତ କରାହୋଇଥିଲା । ଉକ୍ତ ଜନ ଶୁଣାଣିରେ ନିକଟସ୍ଥ 5ଟି ପଞ୍ଚାୟତର 20ଟି ଗ୍ରାମର ପ୍ରାୟ 5ରୁ 6 ହଜାର ପୁରୁଷ ଏବଂ ମହିଳା ଏକତ୍ରିତ ହୋଇ ପ୍ରକଳ୍ପକୁ ବିରୋଧ କରିଥିଲେ । ପରି ଶେଷରେ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସର୍ବ ସମ୍ମୁଖରେ ଜନ ଶୁଣାଣି ରଦ କରାଗଲା ବୋଲି ପ୍ରକାଶ କରିଥିଲେ । ଯାହାକି ବିଭିର୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ମାତ୍ର କିଛି ଦିନ ପରେ ପଞ୍ଚାୟତକୁ ଏକ ଚିଠି ମାଧ୍ୟମରେ ଜଣାଇ ଦିଆଗଲା କି ଉକ୍ତ ଜନ ଶୁଣାଣିରେ 48 ଜଣ ସପକ୍ଷରେ ଏବଂ 15 ଜଣ ବିପକ୍ଷରେ ମତ ଦେଇଛନ୍ତି, କିନ୍ତୁ ଏହା ସମ୍ପୂର୍ଣ ଭୁଲ ତଥ୍ୟ ଅଟେ । ଯାହାର ଘୋଷଣା ପତ୍ର ସପକ୍ଷ ଓ ବିପକ୍ଷ ଲୋକମାନେ ଗ୍ରାମ କମିଟିକୁ ଦେଇଛନ୍ତି । ଯାହାକି ଅଞ୍ଚଳବାସୀ ଜିଲ୍ଲାପାଳ ମହୋଦୟଙ୍କୁ ତା 1,11, 2021 ରିଖରେ ଲିଖିତ ଆକାରରେ ଜଣାଇ ଥିଲେ । ତେବେ ଆଉ ଯାଞ୍ଚ ବା ଜନ ଶୁଣାଣି ନକରି ବର୍ତ୍ତମାନ ପ୍ରକଳ୍ପ କାମ ଆଗକୁ ବଢିଛି । ଏହାପରେ 25,11 2022 ରିଖରେ ଆଉ ଏକ ଦାବିପତ୍ର ପୁନଶ୍ଚ ଜିଲ୍ଲାପାଳ ମହୋଦୟଙ୍କୁ ପ୍ରଦାନ କରାଯାଇଛି । ତେବେ ଦୁଇ ଦୁଇ ଥର ଦାବିପତ୍ର ଜିଲ୍ଲାପାଳ ମହୋଦୟଙ୍କୁ ଦେବା ପରେ ପ୍ରତିଶୃତି ପାଇବା ପରେ ମଧ୍ୟ କମ୍ପାନୀ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଭାରତୀୟ ଜନତା ପାର୍ଟି (ଭାଜପା) ପରଜଙ୍ଗ ସାଖା ପକ୍ଷରୁ ଏହାକୁ ଏହାକୁ ତୀବ୍ର ବିରୋଧ କରାଯାଉଛି ।

ତେବେ ପରଜଙ୍ଗ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନଙ୍କ ନେତୃତ୍ୱରେ ଏହି ଗଣଧାରଣା ହୋଇଥିଲାବେଳେ ଏଥିରେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ରାଜ୍ୟସଭା ସାସଂଦ ରୁଦ୍ରପାଣି ଯୋଗ ଦେଇଥିଲାବେଳେ ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଦଳବେହେରା, ଅଷ୍ଟଶମ୍ଭୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ସାଆନ୍ଦା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ, ପରଜଙ୍ଗ ମଣ୍ଡଳ ସଭାପତି ରମେଶ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ବିଜେପି ଯୁବ ମୁର୍ଚ୍ଚା ଦୀପକ କୁମାର ଗୋଛାୟତ, ପୂର୍ବତନ ପରଜଙ୍ଗ ମଣ୍ଡଳ ସଭାପତି ଦୁର୍ଗା ଚରଣ ନାୟକ, ଲକ୍ଷ୍ମୀଧର ସାହୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଯଶେଶ୍ୱନୀ ରାଓତ, ସନ୍ତୋଷ ରାଓତ, ହେମନ୍ତ ସାମଲ, ପୂର୍ବତନ ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଶରତ ସାହୁ, ବରୁଣ ଦଳବେହେରା, ହିମାଂଶୁ ପାଢୀ, ଅଞ୍ଜନ ପାଣିଙ୍କ ସମେତ ଏହି ଗଣଧାରଣାରେ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

The post ବର୍ଜ୍ୟବସ୍ତୁ କାରଖାନାକୁ ବିରୋଦ୍ଧ କରି ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଆଗରେ ବିଜେପିର ଗଣଧାରଣା appeared first on Truthink.