ବିଭୂତି ଭୂଷଣ ପ୍ରଧାନ Archives - Truthink

ପରଜଙ୍ଗ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ପରଜଙ୍ଗ : ଆଜି ପରଜଙ୍ଗ ବଜାର ନିକଟସ୍ଥ ସତ୍ୟମ୍ କଲ୍ୟାଣୀ ମଣ୍ଡପ ଠାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କ ଆହ୍ଵାନ କ୍ରମେ ପରଜଙ୍ଗ ବ୍ଲକ, କଙ୍କଡ଼ାହାଡ଼ ବ୍ଲକ ଓ କାମାକ୍ଷାନଗର 60 ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁ ସମ୍ମିଳନୀରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିର୍ନ ପ୍ରକାର ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା ।

ବିକଶିତ ଭାରତ ଗଠନ କରିବାରେ ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବପ୍ନ ରହିଥିବା ବେଳେ ଓଡ଼ିଶା ରାଜ୍ୟର ବିକାଶ ଓ ଉନ୍ନତ କରିବା, ବର୍ତ୍ତମାନ ଗୋଟିଏ ପକ୍ଷରେ ସରକାରୀ କ୍ଷେତ୍ରରେ ଦୁର୍ନୀତି ରହିଥିବା ବେଳେ ଅନ୍ୟ ପକ୍ଷରେ ବିଜେପିର ସ୍ୱଚ୍ଛ ,ଦୁର୍ନୀତି ମୁକ୍ତ ,ବିକଶିତ ଓ ସ୍ଵାଭିମାନୀ ଓଡ଼ିଶାର ସଂକଳ୍ପ ରହିଛି । ବେରୋଜଗାରୀ, ଯୁବଶକ୍ତିର ସୁବିନିଯୋଗ, ମହିଳା ମାନଙ୍କ ବିକାଶ ଓ ସେମାନଙ୍କ ନିରାପତ୍ତା, କୃଷକ ଓ ଶ୍ରମିକ ମାନଙ୍କୁ ଉନ୍ନତି ଆଣିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।

ଏଥି ପାଇଁ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ପ୍ରତ୍ୟେକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ପ୍ରତିକାର ପାଇଁ ଦୃଢ଼ ଜନମତ ସୃଷ୍ଟି କରିବା ପାଇଁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ସାମ୍ବାଦିକ ସମ୍ମିଳନୀର ଆଭିମୁଖ୍ୟ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ବିଭୂତି ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ । ଏଥି ସହିତ ପରଜଙ୍ଗ ବିଧାନ ସଭା କ୍ଷେତ୍ରର 16 ଗୋଟି ଜସାଧାରଣଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ସାମ୍ବାଦିକଙ୍କ ପକ୍ଷରୁ ଉଠା ଜଳସେଚନ ପ୍ରକଳ୍ପ, କେନ୍ଦ୍ରୀୟ ବିଦ୍ୟାଳୟ ଓ ମେଡିକାଲ ସମସ୍ୟା ଉପରେ ପ୍ରଶ୍ନ ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଧାନ ଏହାର ଉତ୍ତର ରଖିଥିଲେ ।

ଏହି ସମ୍ମିଳନୀରେ ଦଳର ବରିଷ୍ଠ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରାମର୍ଶଦାତା ଦୁର୍ଗା ପ୍ରସାଦ ସାହୁ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, କଙ୍କଡ଼ାହାଡ଼ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ କାର୍ତ୍ତିକ ସାହୁ ଓ କଙ୍କଡ଼ାହାଡ଼ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ରାସ ବିହାରୀ ବେହେରା, ପରଜଙ୍ଗ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ, ଦଳର ଯୁବ ସଂଗଠକ ତଥା ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ଦଳବେହେରା (ଗାଣ୍ଡୁ), ପୂର୍ବତନ ଜିଲ୍ଳା ପରିଷଦ ସଦସ୍ୟ ସନ୍ତୋଷ କୁମାର ରାଉତ (ମୁନା), ଲକ୍ଷ୍ମୀଧର ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ, ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ହେମନ୍ତ କୁମାର ସାମଲ, ମଣ୍ଡଳ ସଭାପତି ମାନଙ୍କ ମଧ୍ୟରେ ଦୟାନିଧି ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଲୋକେଶ ଦଳବେହେରା (ଲକି), କମଳ ଲୋଚନ ଦାସ (ରାଜା)ଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ଦଳର ଅନ୍ୟ ପଦାଧିକାରୀ କର୍ମକର୍ତ୍ତା ଉପସ୍ଥିତ ଥିଲେ l

The post ପରଜଙ୍ଗ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ appeared first on Truthink.