ବିଭୁତି ଭୁଷଣ ପ୍ରଧାନ Archives - Truthink

ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ବିଧାୟକ
ପରଜଙ୍ଗ : ବୁଧବାର ଢେଙ୍କାନାଳ ଜିଲା ପରଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସରକାରଙ୍କ ଦ୍ୱାରା ବର୍ଦ୍ଧିତ ସାମାଜିକ ସୁରକ୍ଷା ଭତ୍ତା ଅର୍ଥ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ ଉପସ୍ଥିତ ରହି 40 ଜଣ ହିତାଧିକାରୀଙ୍କୁ ଭତ୍ତା ଅର୍ଥ ବଣ୍ଟନ କରିଥିଲେ ।

ତେବେ ବିଡ଼ିଓ ସୌଭାଗ୍ୟ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧକ୍ଷା ଯଶସ୍ଵନି ରାଉତ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିମାନେ ଉପସ୍ଥିତ ରହିଥିବାର ଦେଖାଯାଇଥିଲା ।

ସୂଚନା ମୁତାବକ, ବର୍ତ୍ତମାନର ସରକାର ପୂର୍ବ ଘୋଷଣା ଅନୁସାରେ 80 ବର୍ଷର ବ୍ୟକ୍ତି ଓ 80 ପ୍ରତିଶତ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ମାସିକ 3500 ଭତ୍ତା ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଯୋଜନାରେ 29ଟି ପଞ୍ଚାୟତରେ ମୋଟ 26 ଶହରୁ ଉର୍ଦ୍ଧ ହିତାଧିକାରୀ ଚୟନ ହୋଇଥିବା ବେଳେ ବ୍ଲକରେ 4ଟି ପଞ୍ଚାୟତରୁ 10 ଜଣ ଲେଖାଏଁ 40 ଜଣ ହିତାଧିକାରୀଙ୍କୁ ଭତ୍ତା ଅର୍ଥ ପ୍ରଦାନ କରାଯାଇଛି ।

The post ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ବିଧାୟକ appeared first on Truthink.