ବରିଷ୍ଠ କିରାଣୀ କୁମର ଚନ୍ଦ୍ର ସାହୁ Archives - Truthink

ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁଣ୍ଡେଇଲୋ ବିଶ୍ୱେଶ୍ଵର ବିଦ୍ୟାପୀଠର ବରିଷ୍ଠ କିରାଣୀ କୁମର ଚନ୍ଦ୍ର ସାହୁ ଆଜି ନିଜର କର୍ମମୟ ଜୀବନ ଅତିବାହିତ କରି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ 1981 ମସିହାରେ ଉକ୍ତ ବିଦ୍ୟାଳୟରେ ପ୍ରଥମେ କର୍ମମୟ ଜୀବନ ଆରମ୍ଭ କରି ଏପ୍ରିଲ 30 ତାରିଖ 2023ରେ ଅବସର ଗ୍ରହଣ କରିଛନ୍ତି । ଏଥି ଲାଗି ଅନୁଷ୍ଠାନ ପକ୍ଷରୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଭୂଜବଳଙ୍କ ସଭାପତିତ୍ବ ଶିକ୍ଷକ ସୁଶାନ୍ତ କୁମାର ଦାସଙ୍କ ମଞ୍ଚ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପାଣ୍ଡବ ଚରଣ ସାହୁ ମୁଖ୍ୟ ଅତିଥି, ପ୍ରାକ୍ତନ ଶିକ୍ଷକ ଅନନ୍ତ ଚରଣ ପଣ୍ଡା ମୁଖ୍ୟ ବକ୍ତା, ସୁଧାକର ସାହୁ, ମୋହନ ଚରଣ ସାହୁ, ତ୍ରିଲୋଚନ ବିଶ୍ଵାଳ, କିରିଟ ଚନ୍ଦ୍ର ନାୟକ, ବିନୟ କୁମାର ସାହୁ, ପ୍ରଶାନ୍ତ କୁମାର ବିକ୍ରମସିଂହ, ତ୍ରିନାଥ ସାହୁ ଓ ବିଦ୍ୟାଳୟ ଶିକ୍ଷା କମିଟି ସଭାନେତ୍ରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ସେଇଭଳି ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକନ୍ୟା ମହାନ୍ତି, ଭାଗ୍ୟଶ୍ରୀ ଦଳବେହେରା, ଗାୟତ୍ରୀ ମଲ୍ଲିକ, ଗିତାରାଣୀ ସାମଲ, ଶ୍ୱେତାପଦ୍ମା ନାୟକ, ବନିତା ବେହେରା, ଭଗବାନ ସାହୁ, ପ୍ରଦୀପ ବେହେରା, ସଞ୍ଜୟ କୁମାର ପଣ୍ଡା ଗୋଲେଖ ରଣା ଓ ଜଳିଆ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀ ବିଦାୟୀ କିରାଣୀଙ୍କ ଉଦ୍ଦେଶ୍ୟରେ ଏକ ଅଶ୍ରୁଭରା ସଙ୍ଗୀତ ଗାନ କରିଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ବିଦାୟୀ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

The post ବରିଷ୍ଠ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା appeared first on Truthink.