ପରଜଙ୍ଗ ସାମ୍ବାଦିକ ସଙ୍ଘ Archives - Truthink

ପରଜଙ୍ଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 75ତମ ସାଧାରଣତନ୍ତ୍ର ଦିବସ ପାଳିତ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହ ବିଭିନ୍ନ ସଙ୍ଘ ପକ୍ଷରୁ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପରଜଙ୍ଗ ସାମ୍ବାଦିକ ସଙ୍ଘ କାର୍ଯ୍ୟଳୟ ଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଶ୍ରୀ ପ୍ରଧାନ ବରିଷ୍ଠ ନାଗରିକଙ୍କୁ ନେଇ ପରଜଙ୍ଗ ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ମହେଶଚନ୍ଦ୍ର ସୁବାହୁ ସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାସହ ପତାକା ଉତ୍ତୋଳନ କରିଥିଲେ ।

ସେଇଭଳି ପରଜଙ୍ଗ ତହସିଲଦାର, ବିଡ଼ିଓ, ଥାନା ଅଧିକାରୀ ନିଜ ନିଜ କାର୍ଯ୍ୟାଳୟରେ ସହକର୍ମୀଙ୍କୁ ନେଇ ଏହି ଦିବସ ବେଶ ଆଡ଼ମ୍ବର ସହ ଜାତୀୟ ପତାକା ଉତ୍ତୋଳନ କରି ପାଳନ କରିଛନ୍ତି । ଅନ୍ୟପଟେ କୁନି କୁନି ପିଲାମାନେ, ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାତୀୟ ସଂଗୀତ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନ କରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।

The post ପରଜଙ୍ଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ 75ତମ ସାଧାରଣତନ୍ତ୍ର ଦିବସ ପାଳିତ appeared first on Truthink.