ପରଜଙ୍ଗ ବ୍ଲକ ମୁକ୍ତାପଶି Archives - Truthink

ପରଜଙ୍ଗ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ପଞ୍ଚାୟତର ମେଲଣ ପଡିଆ ଠାରେ ଆଜି ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତାଳଚେର ରକ୍ତଭଣ୍ଡାରର ଡ଼ାକ୍ତର ଏବଂ ଟେକ୍ନିସିଆନ୍ ଆସି ରକ୍ତଦାତାଙ୍କ ଠାରୁ 51 ୟୁନିଟ ରକ୍ତ ସଂଗୃହୀତ କରିଥିଲେ ।

ତେବେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ପାଳନ ଉଦେଶ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ ଉପସ୍ଥିତ ରହି ହନୁମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ପୂଜା ଅର୍ଚନା କରିବା ପରେ, ଏହି ରକ୍ତଦାନ ଶିବିରର ଶୁଭାରମ୍ଭ ହୋଇଥିଲା ।

ସେଇଭଳି ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଛାସେବୀ ଯୁବା ସଂଗଠନର ସଭାପତି ଶ୍ରବଣ କୁମାର ସାହୁ, ପୂର୍ବତନ ଚେୟାରମ୍ୟାନ ଅନ୍ତର୍ଯ୍ୟାମୀ ସାହୁ, ମଣ୍ଡଳ ସଭାପତି ଦୟାନିଧି ସାହୁ, ମଣ୍ଡଳ ସଭାପତି ରମେଶ ସାହୁ, ବିଜେପି ରାଜ୍ୟ ଯୁବା ସଂଗଠନର ସମ୍ପାଦକ ଦୀପକ ଗୋଛାୟତ, ଭୃଗୁବର ସାହୁ, ବାପୁନ ସାହୁ, ଅଜୟ କୁମାର ସାହୁ, ଅରୁଣ ସାହୁ, ବସନ୍ତ ସାହୁ, ସନ୍ୟାସୀ ସାହୁ ପ୍ରମୁଖ ଯୋଗ ଦେଇଥିଲାବେଳେ ଏହି ଶିବିରରେ ନିର୍ବାଚନ ମଣ୍ଡଳୀର ବହୁ ଯୁବକ ଆସି ରକ୍ତଦାନ କରିବା ସହ ସହଯୋଗ କରିଥିଲେ ।

The post ପରଜଙ୍ଗ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ appeared first on Truthink.