ନିମଚ Archives - Truthink

“ଆଧାର କାର୍ଡ ଦେଖ” – ମାନସିକ ସ୍ତରରେ ଦୁର୍ବଳ ବୃଦ୍ଧଙ୍କୁ ମରାଗଲା ମାଡ, ପରେ ରାସ୍ତା କଡ଼ରେ ମିଳିଲା ମୃତଦେହ
ମଧ୍ୟପ୍ରଦେଶ ଭୋପାଲ : ମଧ୍ୟପ୍ରଦେଶର ନିମଚରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଏକ ଅମାନୁଷିକ କାର୍ଯ୍ୟ କରାଯାଇଅଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ବୃଦ୍ଧଙ୍କୁ ଜୋରରେ ଜୋରରେ ଚାପୁଡ଼ା ମାରୁଛନ୍ତି ଏବଂ ତାଙ୍କୁ ନିଜର ପରିଚୟ ପ୍ରମାଣ କରିବାକୁ କହୁଛନ୍ତି । ନିମଚ ଜିଲ୍ଲାର ମାନସାର ଏହି ଘଟଣା କୁହାଯାଉଛି । ରତ୍‌ଲମ୍‌ ଜିଲ୍ଲାର ସରସି ନିବାସୀ ଏହି ବୃଦ୍ଧ ଭମ୍ବରଲାଲ ଚତର ଜୈନ ଯାହାଙ୍କର ବୟସ 65 ହେବ, ସେ ମାନସିକ ସ୍ତରରେ ଦୁର୍ବଳ ଥିଲେ ।

ଏହି ଘଟଣା ପରେ ମଧ୍ୟପ୍ରଦେଶର ନିମୁଚ୍‌ ଜିଲ୍ଲାରେ ଏକ ମାମଲା ରୁଜୁ ହୋଇଛି । ଏହି ଭିଡିଓରେ ମାନସିକ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଜଣକ ଦିନେଶ କୁସୱାହା ବୋଲି ଜାଣିବାକୁ ମିଳିଛି ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବୃଦ୍ଧ ଜଣକ ବସିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଆସି ପ୍ରଶ୍ନ କରିଥି‌ଲେ, ‘ତୁମ ନାଁ ମହମ୍ମଦ? ଠିକ୍‌ରେ ନାଁ କୁହ । ଆଧାରକାର୍ଡ ଦେଖାଅ।’ ଏପରି କହିବା ସହ ମାଡ଼ ଉପରେ ମାଡ଼ ମାରି ଚାଲିଥିଲେ ।

A murder case has been registered in after a 65-year-old with mental illness was found dead and a video showed Dinesh Kushwaha, husband of an ex BJP corporator asking him if his “name is Mohammed” and repeatedly assaulting him as he struggled to answer @ndtv @ndtvindia pic.twitter.com/jWNDlLKpFb
— Anurag Dwary (@Anurag_Dwary) May 21, 2022

ପୁଲିସ୍‌ ସୂତ୍ରରୁ ଜଣାଯାଇଥିବା ରିପୋର୍ଟ ମୁତାବକ, ମୃତ ବୟସ୍କ ବ୍ୟକ୍ତି ଜଣକ ରତ୍‌ଲମ୍‌ ଜିଲ୍ଲାର ସର୍‌ସିର ଭମ୍ବରଲାଲ ଚତର ଜୈନ୍‌। ସେ ରାଜସ୍ଥାନର ଏକ ଧାର୍ମିକ ଉତ୍ସବରେ ‌ଯୋଗ ଦେବାକୁ ଯାଇ ମେ 15 ତାରିଖରେ ନିଖୋଜ ହୋଇ ଯାଇଥିଲେ । ପୁଲିସ୍‌ ଏକ ନିଖୋଜ ଅଭିଯୋଗ ଲେଖିବା ସହ ତାଙ୍କର ଏକ ଫଟୋ ଜାରି କରିଥିଲା । ଗତକାଲି ଏକ ରାସ୍ତାକଡ଼ରୁ ତାଙ୍କ ମୃତଦେହ ମିଳିଥିଲା। ମୃତ‌ଦେହ ମିଳିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

The post “ଆଧାର କାର୍ଡ ଦେଖ” – ମାନସିକ ସ୍ତରରେ ଦୁର୍ବଳ ବୃଦ୍ଧଙ୍କୁ ମରାଗଲା ମାଡ, ପରେ ରାସ୍ତା କଡ଼ରେ ମିଳିଲା ମୃତଦେହ appeared first on Truthink.