ଛାତ୍ରଛାତ୍ରୀ Archives - Truthink

ନିଷ୍ପତି ବଦଳାଇଲେ ସରକାର: 14ରେ ନୁହେଁ 28ରେ ସ୍କୁଲକୁ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ବର : ଫେବୃୟାରୀ 14ତାରିଖରେ ଖୋଲିବ ସ୍କୁଲ କିନ୍ତୁ ଆସିବେନି ଛାତ୍ରଛାତ୍ରୀ । କେବଳ 14 ତାରିଖରୁ ଶିକ୍ଷକ ଏବଂ କର୍ମଚାରୀ ସ୍କୁଲ ଆସିବେ । ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା 14 ବଦଳରେ 28 ଫେବୃୟାରୀ 2022ରୁ ଆରମ୍ଭ ହେବ । ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ଫେବୃୟାରୀ 14 ତାରିଖରୁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ଏଥି​‌ରେ ପରିବର୍ତ୍ତନ କରାଯାଇଛି ।

ଏଥି ସହିତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ସ୍କୁଲ ଗୃହ ବ୍ୟବହାର ହେବ । କୋଭିଡ୍ ପରିପ୍ରେକ୍ଷୀରେ ଏହା ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ତେଣୁ ସ୍କୁଲ୍ ପରିସରକୁ ସାନିଟାଇଜ୍ କରି ପାଠପଢା ନିମନ୍ତେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। pic.twitter.com/a2XDLJaupo
— I & PR Department, Odisha (@IPR_Odisha) February 10, 2022

The post ନିଷ୍ପତି ବଦଳାଇଲେ ସରକାର: 14ରେ ନୁହେଁ 28ରେ ସ୍କୁଲକୁ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ appeared first on Truthink.