ଅଲ୍ଲୁ ଅର୍ଜୁନ Archives - Truthink

ପୁଷ୍ପା-2 1000 କୋଟି କ୍ଲବରେ ସାମିଲ
ମୁମ୍ଵାଇ : ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍‌’ ଏବେ ବକ୍ସ ଅଫିସରେ ଧମାଲ ମଚାଉଛି । ଫିଲ୍ମ ରିଲିଜ୍‌ ହେବାର ମାତ୍ର 6 ଦିନ ମଧ୍ୟରେ ହଜାର କୋଟି କ୍ଲବରେ ସାମିଲ ହୋଇ ରେକର୍ଡ କରିଛି । ସୋସିଆଲ ମିଡିଆରେ ପୁଷ୍ପା ଦି ରୁଲ ନିର୍ମାତାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଭାବେ ରିଲିଜ୍‌ ହେବାର ସପ୍ତାହେ ମଧ୍ୟରେ ପୁଷ୍ପା-2 1000 କୋଟି କ୍ଲବରେ ପହଞ୍ଚିଛି ।

ପୂର୍ବରୁ ଏହି ରେକର୍ଡ ବାହୁବଳୀ ଫିଲ୍ମର ନାମରେ ରହିଥିଲା । ମାତ୍ର 10 ଦିନ ମଧ୍ୟରେ ବାହୁବଳୀ 1000 କୋଟି କ୍ଲବରେ ସାମିଲ ହୋଇଥିଲା । ସେହିପରି 2022ରେ ରିଲିଜ ହୋଇଥିବା ଆରଆରଆର ଏବଂ ଜୱାନ ଫିଲ୍ମ 16 ଏବଂ 18 ଦିନରେ ହଜାର କୋଟି କ୍ଲବରେ ସାମିଲ ହୋଇଥିଲେ । ରିପୋର୍ଟ ଅନୁଯାୟୀ ଗତ ଗୁରୁବାର ରିଲିଜ ହେବାର ପ୍ରଥମ ଦିନରେ ପୁଷ୍ପା-2 ୱାର୍ଲ୍ଡ ୱାଇଡରେ 294 କୋଟି କଲେକସନ୍‌ କରିଥିଲା ।

ସେହିପରି ଏହି ଫିଲ୍ମ ରିଲିଜ୍‌ ହେବାର ଦ୍ଵିତୀୟ ଦିନ 155 କୋଟି ତୃତୀୟ ଦିନ 172 କୋଟି , ଚତୁର୍ଥ ଦିନ 208 କୋଟି ପଞ୍ଚମ ଦିନରେ ବିଶ୍ଵବ୍ୟାପି 93 କୋଟି ଟଙ୍କା ବ୍ୟବସାୟ କରିଛି । ମଙ୍ଗଳବାର ସୁଦ୍ଧା ପୁଷ୍ପା-2 ଚଳଚ୍ଚିତ୍ର ଭାରତୀୟ ବକ୍ସ ଅଫିସ୍‌ ପ୍ରାୟ 650 କୋଟି ଟଙ୍କା ବ୍ୟବସାୟ କରିଛି ।

The post ପୁଷ୍ପା-2 1000 କୋଟି କ୍ଲବରେ ସାମିଲ appeared first on Truthink.