ଅନ୍ତର୍ଜାତୀୟ ମାନବଧିକାର ଦିବସ Archives - Truthink

ଅନ୍ତର୍ଜାତୀୟ ମାନବଧିକାର ଦିବସ ପାଳିତ
ରିପୋର୍ଟ- ପି.ସାଇପ୍ରସାଦ

ରାୟଗଡ଼ା: ଅନ୍ତର୍ଜାତୀୟ ମାନବଧିକାର କମ୍ୟୁନିଟି ଇଣ୍ଡିଆ ପକ୍ଷରୁ ଅନ୍ତର୍ଜାତୀୟ ମାନବଧିକାର ଦିବସ ପାଳିତ ହୋଇଯାଇଛି । ରାୟଗଡ଼ା ସହରର ଗଜପତି ଛକଠାରେ ରହିଥିହା ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତତ୍ ପରେ ଏକ ରାଲ୍ଲୀ ଯୋଗେ ସେଠାରୁ ବାହାରି ରାୟଗଡ଼ା ନୂତନ ବସ ଷ୍ଟାଣ୍ଡ ନିକଟରେ ରହିଥିବା ଡକ୍ଟର ଆମ୍ବେଦକର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ସେଠାରୁ ବାହାରି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଶୋଭାଯାତ୍ରା ପହଞ୍ଚିଥିଲା ।

ଉକ୍ତ ଶୋଭାଯାତ୍ରାରେ ଅନ୍ତର୍ଜାତୀୟ ମାନବଧିକାର କମ୍ୟୁନିଟି ଇଣ୍ଡିଆର ରାୟଗଡ଼ା ଜିଲ୍ଲା ସଭାପତି ଜି. ଗୌରୀ ଶଙ୍କର, ଏକ୍ଜେକ୍ୟୁଟିଭ ସଭାପତି ପି.ସାଇ ପ୍ରସାଦ, ଉପ ସମ୍ପାଦକ ଟି. ରାମାଞ୍ଜୁଲ୍, ଉପ ସଭାପତି ପି. ଭାସ୍କର, ମହିଳା ସଭାପତି ସସ୍ମିତା ମହାନ୍ତି, ସମ୍ପାଦକ ଫୁଷ୍ପଲତା ସୁନାନି ଓ ଅନ୍ତର୍ଜାତୀୟ ମାନବଧିକାର କମ୍ୟୁନିଟି ଇଣ୍ଡିଆର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଉପସ୍ଥିତ ରହିଥିଲେ ।

The post ଅନ୍ତର୍ଜାତୀୟ ମାନବଧିକାର ଦିବସ ପାଳିତ appeared first on Truthink.