ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟି

Truthink
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଆଷାଢ଼ ମାସ ଶୁକ୍ଳ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅଗଣିତ ଭକ୍ତ । ଏହି ବେଶକୁ ବଡ଼ ଚଢ଼ାଉ ବେଶ ମଧ୍ୟ କୁହାଯାଏ । ଅଗଣିତ ଭକ୍ତଙ୍କୁ ସିଂହ ଦ୍ୱାରରେ ରଥ ଉପରେ ଦର୍ଶନ ଦେବେ ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ୱିଟି ଜରିଆରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦ ସହ ପ୍ରତିଟି ଜୀବନକୁ ସୁଖ ଓ ସମୃଦ୍ଧିର କାମନା କରିଛନ୍ତି ।


ସେୟାର କରନ୍ତୁ