ରାଜ୍ୟରେ ସୁସ୍ଥ ହେଲେ 1315 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ ପାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 3 ଲକ୍ଷ ପାର ହୋଇଛି । ଗୋଟିଏ ପାଖରେ କିଛି ଦିନ ହେବ କରୋନା ସଂକ୍ରାମିତଙ୍କ ସଂଖ୍ୟା ରାଜ୍ୟରେ କମିବାରେ ଲାଗିଅଛି ଏବଂ ଆଉ ଗୋଟିଏ ପାଖରେ ଠିକ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଅଛି, ଏହା ଏକ ରାଜ୍ୟ ପାଇଁ ଖୁସିର ଖବର । ରାଜ୍ୟରେ 1315 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 300474ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।


ସେୟାର କରନ୍ତୁ