ଆସନ୍ତୁ ଜାଣିବା ତୁଳସୀର ମାହାତ୍ମ୍ୟ, କଣ କଲେ କଣ ମିଳେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ତୁଳସୀ ଗଛର ମାଟି କପାଳରେ ଧାରଣ କଲେ ଜୟ ହୋଇଥାଏ । ତୁଳସୀ ମୂଳ ଧାରଣ କରିଥିବା ବ୍ୟକ୍ତିକୁ ଯିଏ ଦର୍ଶନ କରେ ସେ ଵଶ୍ୟ ହୋଇଥାଏ ଏବଂ ବର୍ଷକର ପାପ ମୁକ୍ତ ହୋଇଥାଏ ।

ତୁଳସୀକୁ ପୂଜା କରିବା ଦ୍ୱାରା ମୋକ୍ଷ ମିଳିଥାଏ । ତୁଳସୀ କାଠରେ ଚନ୍ଦନ ଘୋରି ବିଷଣ୍ଟୁକୁ ଦେଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ବାସି ତୁଳସୀ ପତ୍ର ମଧ୍ୟ ପୂଜାରେ ଲାଗିପାରେ ।

ତୁଳସୀ ଧୋଆ ଜଳ ଓ ଶାଳଗ୍ରାମ ଧୋଆ ଜଳ ସେବନ କଲେ ମନୁଷ୍ୟ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ । ସଂସାର ବନ୍ଧନରୁ ମୁକ୍ତି ମିଳେ ଏବଂ ସେ ବ୍ୟକ୍ତି ପୁନର୍ଜନ୍ମ ପାଇ ନଥାଏ ।

ତୁଳସୀ କାଠ ସବର ଶିରରେ ଦେଲେ ସେ ମୋକ୍ଷ ଲାଭ କରେ । ତୁଳସୀ ସର୍ବାଂଗ ଔଷଧ ରୂପରେ ବ୍ୟବହାର ହୋଇଥାଏ ।


ସେୟାର କରନ୍ତୁ