ମଲ୍ଲିକା ସେରାୱାତ ଚକ୍ରାସନ କରୁଥିବାର Video କଲେ ସେୟାର, କହିଲେ ଏହି କଥା

ଜୀବନଚର୍ଯ୍ୟା ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମଲ୍ଲିକା ସେରାୱାତଙ୍କୁ ଇନଷ୍ଟାଗ୍ରାମ ଉପରେ କେତେ ମିଲିୟନ ଲୋକ ଫଲୋ କରନ୍ତି ଏବଂ ଏମିତିରେ ସେ ସବୁବେଳେ ନିଜର ଜୀବନଶୈଳୀକୁ ସେୟାର କରି ଫ୍ୟାନ୍ସମାନଙ୍କୁ ସୋସିଆଲ ମିଡ଼ିଆରେ ବିଜି ରଖିଥାନ୍ତି । ନିଜର ଏଗଜାଟିକ ବେକସନ ପିକ୍ସି ନେଇକରି ଏକ୍ସରସାଇଜ ଏବଂ ଯୋଗ ପର୍ଯ୍ୟନ୍ତ କଥାକୁ ସାଝା କରି ସେ ନିଜର ଫ୍ୟାନ୍ସଙ୍କୁ ବିଭିର୍ନ ପ୍ରକାରର ଅପଡେଟ ଦେଇଥାନ୍ତି ଓ ଫିଟନେସ ପ୍ରତି ପ୍ରେରିତ ମଧ୍ୟ କରିଥାନ୍ତି ।

କରୋନା ଭାଇରସ ପାଇଁ ଏହି ସମୟରେ ଲକଡାଉନର ସ୍ତିତି ଚାଲୁଅଛି କିନ୍ତୁ ଏହି କାରଣରୁ ମଲ୍ଲିକା ସେରାୱାତ ନିଜର ଫ୍ୟାନ୍ସଙ୍କୁ ମୋଟିବେଟ କରିବା ଏବଂ ହେଲଦି ଲାଇଫଷ୍ଟାଇଲକୁ ନେଇ କରି ବୁଝାଇବାର ମୌକା ମିଳିଅଛି । COVID-19କୁ ନେଇକରି ଲୋକମାନଙ୍କୁ ସଚେତନତା କରିବା ସହିତ ମଲ୍ଲିକା ସେରାୱାତ କିଛି ଯୋଗାସନ ମଧ୍ୟ ସେୟାର କରୁଅଛନ୍ତି, ଯାହାର ସାହାଯ୍ୟରେ ଆପଣ ଘରେ ରହିକରି ନିଜକୁ ଫିଟ ରଖିପାରିବେ ।

ଏହା ଭିତରେ ମଲ୍ଲିକା ନିଜର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ଚକ୍ରାସନ କରୁଥିବାର ଦେଖାଯାଉଛନ୍ତି । ଭିଡ଼ିଓର କ୍ୟାପିସନରେ ସେ ଲେଖିଲେ,’ମୁଁ ନିଜର ଦିନର ଆରମ୍ଭ ଇଣ୍ଟେନସ ବଡ଼ି ବେଡିଂଗ ଯୋଗସନରୁ କରୁଅଛି । ଏହି ଆସନକୁ ଚକ୍ରାସନ କହନ୍ତି । ଏହି ଆସନକୁ ସକାଳେ କଲେ ଶରୀର ଏନର୍ଜି ବୋଷ୍ଟ ହୋଇଥାଏ ।


ସେୟାର କରନ୍ତୁ