Miର ପାଔର ବ୍ୟାଙ୍କ,ରହିବ ଏତିକି ଦିନ ଆପଣଙ୍କ ମୋବାଇଲ ଚାର୍ଜ

Truthink
ସେୟାର କରନ୍ତୁ

ଆକର୍ଷଣୀୟ କଲର ସାଙ୍ଗକୁ ଦମଦାର ଫିଚର ନେଇ ଆସିଛି redmi ର ନୂଆ powerbank । ଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମି ଭାରତରେ ଖୁବ୍‌ଶୀଘ୍ର ନିଜର କିଛି ନୂଆ Redmi ସ୍ମାର୍ଟଫୋନ୍ ଲଞ୍ଚ୍ କରିବ । ସୂଚନା ଅନୁଯାୟୀ, ଫେବୃଆରୀ ୧୧ରେ କମ୍ପାନୀ Redmi 9A, Redmi 9 ଓ Redmi power bank ଲଞ୍ଚ୍ କରିପାରନ୍ତି । ଶାଓମି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଏକ ଟିଜର୍ ଜାରି କରିଛି । ଏହି ଟିଜର୍‌ରେ ଫୋନ୍‌କୁ “ଦେଶର ଦମ୍‌ଦାର୍ ସ୍ମାର୍ଟଫୋନ୍’ ଟ୍ୟାଗଲାଇନ୍ ଦିଆଯାଇଛି । ଏହା କମ୍ପାନୀର ୨୦୨୦ ବର୍ଷର ପ୍ରଥମ ଲଞ୍ଚ୍ ହୋଇପାରେ । ସାଧାରଣତଃ “ଦେଶର ସ୍ମାର୍ଟଫୋନ୍’ ଟ୍ୟାଗଲାଇନ୍‌ରେ କମ୍ପାନୀ କେବଳ ତା’ର ବଜେଟ୍ ସ୍ମାର୍ଟଫୋନ୍ ଗୁଡ଼ିକୁ ଲଞ୍ଚ୍ କରାଯାଏ । ଅର୍ଥାତ୍ ଫେବୃଆରୀ ୧୧ରେ କମ୍ପାନୀ ତା’ର ବଜେଟ୍ ଫୋନ୍ Redmi 9 ଲଞ୍ଚ କରିପାରେ । କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଟିଜର୍‌ରେ ଏହି ସ୍ମାର୍ଟଫୋନ୍ ବିଷୟରେ କିଛି ସୂଚନା ମଧ୍ୟ ସାମ୍ନାକୁ ଆସିଛି ।


ସେୟାର କରନ୍ତୁ