‘ସୂର୍ଯ୍ୟବଂଶୀ’ ସେଟରେ ଝାଡୁ ଲଗାଉ ଥିବାର ଦେଖାଗଲେ କାଟ୍ରିନା,ଅକ୍ଷୟ କହିଲେ ସ୍ଵଛ ଭାରତର ନୂଆ ଆମ୍ବାସଡ଼ର

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅକ୍ଷୟ କୁମାର ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ କାଟ୍ରିନା ଝାଡୁ ଲଗାଇବାର ନଜର ଆସୁଛନ୍ତି । ଏହି ଭିଡ଼ିଓ ଅକ୍ଷୟଙ୍କ ଆଗକୁ ଆସୁଥିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ ସେଟର ସେ ଏହାକୁ ନିଜେ ବନାଇଛନ୍ତି । ଏଥିରେ ସେ କାଟ୍ରିନାଙ୍କୁ ପଚାରୁଛନ୍ତି କି କାଟ୍ରିନା ଜୀ ଏହା ଆପଣ କଣ କରୁଛନ୍ତି? ଏହା ଉପରେ କାଟ୍ରିନା ତାଙ୍କୁ ଝାଡୁ ମରୁଥାଇକରି କହୁଛନ୍ତି କି – ସଫାଈ କରୁଅଛି ସଫାଈ ।

ମାର୍ଚ୍ଚରେ ହେବ ରିଲିଜ୍ : ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମରେ ଅକ୍ଷୟ କୁମାର, ଅଜୟ ଦେବଗନ୍,ରଣବୀର ସିଂହ ମଧ୍ୟ ନଜର ଆସିବେ । ଏହି କ୍ୟାମ୍ପ ଡ୍ରାମା ମୁବି 27 ମାର୍ଚ୍ଚକୁ ରିଲିଜ୍ ହୋଇପାରେ । ଏହା କରନ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ପ୍ରଥମ ପ୍ରଡକ୍ସନ ୱେଞ୍ଚର ମଧ୍ୟ ଅଟେ । ଫିଲ୍ମରେ ଅକ୍ଷୟ କୁମାର ଏବଂ କରିନାଙ୍କ ଏକ ଗୀତ ଟିପି -ଟିପି ବରଷା ପାଣି ମଧ୍ୟ ରିକ୍ରିଏଟ କରାଯାଇଅଛି ।


ସେୟାର କରନ୍ତୁ