ନେସନଲିଯିମ ଉପରେ କହିଲେ ଅକ୍ଷୟ କୁମାର, ସରକାରକୁ ଶିକାୟତ କର ନାହିଁ, ପ୍ରଥମେ ନିଜ କାମ କର

ସିନେମା
ସେୟାର କରନ୍ତୁ

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କୁ ଭାରତ କୁମାର ମଧ୍ୟ କୁହାଯାଏ । ତାଙ୍କର ପୂର୍ବରୁ କେତେ ଗୁଡିଏ ଫିଲ୍ମ ଦେଶଭକ୍ତି ଉପରେ ଆଧାରିତ । ଏଜେଣ୍ଡା ଆଜତକ 2019ରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଥିବା ନେଶଲିଷ୍ଟ ଟେଗ ଉପରେ କହିଲେ । ତାସହ ନେସନଲିଯିମର ମତଲବ ମଧ୍ୟ ବୁଝାଇଲେ ।

ଆକ୍ଟର ଅକ୍ଷୟ କୁମାର କହିଲେ, ମୋତେ ଏହା ଉପରେ ଭରଷା ନାହିଁ କି ଦେଶ ମୋତେ କଣ ଦେଇଛି । ମୋତେ ଏହି ଫେକ୍ଟ ଉପରେ ଭରଷା ଅଛି କି ମୁଁ ଦେଶକୁ କଣ ଦେଉଛି । ଏହା ମୋର ଚିନ୍ତାଧାରା ଅଟେ । ଲୋକେ କହନ୍ତି କି ସରକାର ଏହା କରି ନାହିଁ,ସେଇଆ କରି ନାହିଁ । ଚାହେ ଯେମିତି ମଧ୍ୟ ସରକାର ହଉ । ମୁଁ କହୁଛି ହିଁ ତୁମେ କାହିଁକି ଏତେ ଶିକାୟତ କରୁଅଛ । ନିଜେ ନିଜର କାମ କର ।

ଆକ୍ଟର ଅକ୍ଷୟ କୁମାର କହିଲେ, ‘ଯେମିତି କି ଆମେ ଏକ କ୍ୟାପଟେନ ବଛୁଛେ । ଏବେ ପୁରା ଟିମର ଫର୍ଜ ହେଉଛି କି ସେ ଟିମ କ୍ୟାପଟେନର କଥା ଶୁଣିବା । ଚାହେ ଯେ କେହି ମଧ୍ୟ କ୍ୟାପଟେନ ହୁଅନ୍ତୁ,ତାଙ୍କୁ ଆମ ଲୋକମାନେ ବାଛିଛନ୍ତି,ଏଥିପାଇଁ ସେହି କ୍ୟାପଟେନଙ୍କୁ ଫଲୋ କର । ଚାହେ ସେ ଯେଉଁ ମଧ୍ୟ ପାର୍ଟିର ହୁଅନ୍ତୁ । ଆମକୁ ତାଙ୍କୁ ଚାନ୍ସ ଦେବା ଉଚିତ । ତାଙ୍କୁ ଦେଶ ଚଲେଇବା ଦିଅନ୍ତୁ । ତାଙ୍କୁ କରିବା ଲାଗି ଦେବା ଉଚିତ ଯାହା ସେ କରିବାକୁ ଚାହୁଁଛନ୍ତି ।’

କଣ ରାଜନୀତିକୁ ଯିବେ ଅକ୍ଷୟ କୁମାର?
ରାଜନୀତିରେ ଆସିବାର ପ୍ରଶ୍ନ ଉପରେ ଅକ୍ଷୟ କୁମାର କହିଲେ, ମୁଁ ପଲଟିକ୍ସ ଉପରେ ବିଚାର କରୁ ନାହିଁ । ବାସ ଖୁସିରେ ରହିବାକୁ ଚାହୁଁଛି । ମୁଁ ଫିଲ୍ମରେ କାମ କରି ଖୁସି ଅଛି । ଆମେ ଯେ କୌଣସି କାମ ଜରିଆରେ ଦେଶର ଭଲ କରି ପରିବା । ମୁଁ ଫିଲ୍ମ ଦ୍ୱାରା ଲୋକମାନଙ୍କୁ କେତେ ଜିନିଷ କହି ପାରିବି । ମୋର କାମ ପଲଟିକ୍ସ ନୁହେଁ ।


ସେୟାର କରନ୍ତୁ